ଓଡ଼ିଆ ବ୍ୟାକରଣର 'ଏକପଦୀକରଣ'
ଓଡ଼ିଆ ବ୍ୟାକରଣର 'ଏକପଦୀକରଣ'
| ବାକ୍ୟାଂଶ | ଏକ ପଦ |
| କରିବାର ଇଚ୍ଛା | ଚିକୀର୍ଷା |
| କରିବାକୁ ଇଚ୍ଛୁକ | ଚିକୀର୍ଷୁ |
| କହିବାର ଇଚ୍ଛା | ବିବକ୍ଷା |
| କହିବାକୁ ଇଚ୍ଛୁକ | ବିବକ୍ଷୁ |
| ଗ୍ରହଣ ବା ଲାଭ କରିବାର ଇଚ୍ଛା | ଜିଘୃକ୍ଷା |
| ଗ୍ରହଣ ବା ଲାଭ କରିବାକୁ ଇଚ୍ଛୁକ | ଜିଘୃକ୍ଷୁ |
ମନେରଖନ୍ତୁ:
- ଇଚ୍ଛା ଅର୍ଥରେ ଶେଷରେ 'ଆ' (ଯଥା: ଚିକୀର୍ଷା) ବ୍ୟବହାର ହୁଏ ।
- ଇଚ୍ଛୁକ (ବ୍ୟକ୍ତି) ଅର୍ଥରେ ଶେଷରେ 'ଉ' (ଯଥା: ଚିକୀର୍ଷୁ) ବ୍ୟବହାର ହୁଏ ।
Comments
Post a Comment