Blue flag beach (ବ୍ଲୁ ଫ୍ଲାଗ ବିଚ୍ ) ନୀଳ ପତାକା ବେଳାଭୂମି

 Blue flag beach (ବ୍ଲୁ ଫ୍ଲାଗ ବିଚ୍ ) ନୀଳ ପତାକା ବେଳାଭୂମି

ପୁରୀ ଗାନ୍ଧୀ ଉଦ୍ୟନରୁ ହୋଟେଲ ମେ ଫେୟାର ପର୍ଯ୍ୟନ୍ତ ଏହି କ୍ଷେତ୍ର ମନଲୋଭା ଅଟେ । ଏହାର ସୁବିଧାସୁଯୋଗ ଓ ସବୁଜିମା ଗୋଆ ତଥା ବିଶ୍ବର ଅନ୍ୟ ପ୍ରମୁଖ ବେଳାଭୂମି ସହିତ ସମକ୍ଷକ ହେବ । ଏଠାରେ ଗୋଆ ଢାଞ୍ଚାରେ ବେଳାଭୂମିକୁ ଆକର୍ଷଣୀୟ କରାଯାଉଛି । ପାଲମିରା ତାଳ ଗଛ ଲଗାଯାଇଛି । ତାଳପତ୍ର ଓ ବେତରେ ପ୍ରସ୍ତୁତ ସେଡ୍‌ ଓ ପାଦଚଲା ବାଟ ରହିଛି । ତଳେ ବସି ପର୍ଯ୍ୟଟକ ମଜା ନେଇପାରିଵେ । ପର୍ଯ୍ୟଟକଙ୍କ ସମୁଦ୍ର ସ୍ନାନ କରିବା ପାଇଁ ସୀମା ନିର୍ଦ୍ଧାରଣ କରଯାଇଛି । ପରିବାର ନେଇ ବେଳାଭୂମି ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଏହା ନିରାପଦ ଅଟେ । ପର୍ଯ୍ୟଟକମାନେ ଅଧିକ ସମୁଦ୍ର ଭିତରକୁ କିଭଳି ନଯାଇପାରିବେ ତା’ର ମଧ୍ୟ ବ୍ୟବସ୍ଥା ହୋଇଛି । 

କେନ୍ଦ୍ର ସରକାରଙ୍କ ଅନୁଦାନରେ ପ୍ରାୟ ୧୦ କୋଟି ଟଙ୍କା ବ୍ୟୟରେ ବେଳାଭୂମିର ଭିତ୍ତିଭୂମି ବିକାଶ କରାଯାଇଛି । ୩୩ଟି ଯୋଗ୍ୟତା ପୁରଣ କଲେ ବେଳାଭୂମିକୁ  ଡେନମାର୍କ ସଂସ୍ଥା ଫି ପକ୍ଷରୁ 'ନୀଳ ପତାକା' ମାନ୍ୟତା ମିଳିିିଥାଏ । 

Comments

Popular posts from this blog

ସାହିତ୍ୟ: ଚଉତିଶା, ଚଉପଦୀ, କୋଇଲି, ଷୋଡ଼ଶା, ବୋଲି, ପଦିଆ, ଚିଟାଉ ଓ ପୋଇ

ଓଡ଼ିଆ ଅଭିଲେଖ ଓ ତାଳପତ୍ର ସାହିତ୍ୟ MAOD 1 BLOCK 1